ରାଜ୍ୟର ୧୨ଟି ସ୍ଥାନରେ ଆତ୍ମରକ୍ଷା କୌଶଳ ଶିଖାଇଲେ ସିଭିଲ ‌ଡିଫେନ୍ସ କର୍ମୀ

ଭୁବନେଶ୍ବର: ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତମାସ ୨୨ ତାରିଖ ଦିନ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଉପୁଜିଛି।

Read more