ଖାଦ୍ୟକୁ ମହଙ୍ଗା କରିବ ଜଳବାୟୁ ପରିବର୍ତ୍ତନ: ଗହମ, ଦୁଗ୍ଧ, ମାଛ ଉତ୍ପାଦନ କମିବ

ନୂଆଦିଲ୍ଲୀ: ଦେଶରେ ଖୁଚୁରା ମୁଦ୍ରାସ୍ଫୀତି କମିବାରେ ଲାଗିଛି। ଏହା ସତ୍ତ୍ବେ ସାଧାରଣ ଲୋକଙ୍କ ଦରଦାମ ଚିନ୍ତା ଦୂର ହେବନାହିଁ। କାରଣ ଖାଦ୍ୟ ବାବଦରେ ଏ‌ମାନଙ୍କୁ ଆଗାମୀ ଦିନରେ

Read more