ରତ୍ନଭଣ୍ଡାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍

ରତ୍ନଭଣ୍ଡାର ଖୋଲିବା ନେଇ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋସିଆଲ୍ ମିଡିଆ ଏକ୍ସରେ ଟ୍ୱିଟ୍ କରି ଲେଖିଛନ୍ତି, ହେ ମହାପ୍ରଭୁ ତୁମେ ଲୀଳାମୟ ।

Read more