କଳିଙ୍ଗ ଷ୍ଟାଡିୟମରେ ଜିମ୍‌ନାଷ୍ଟିକ୍‌ସ ହାଇ ପରର୍ଫମାନ୍‌ସ ସେଣ୍ଟରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନୂଆ ହକି ହାଇପର୍‌ଫର୍ମାନ୍‌ସ ସେଣ୍ଟର ଉଦ୍‌ଘାଟିତ। ଏହା ସହ ଜିମ୍‌ନାଷ୍ଟିକ୍‌ସ ହାଇ ପରର୍ଫମାନ୍‌ସ ସେଣ୍ଟରକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ

Read more