ନୂଆଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ଭଉଣୀ ଗୀତା ମେହେଟ୍ଟାଙ୍କର ଶେଷ କୃତ୍ୟରେ ଯୋଗ ଦେବେ

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିଲ୍ଲୀରେ ଭଉଣୀ ଗୀତା ମେହେଟ୍ଟାଙ୍କର ଶେଷ କୃତ୍ୟ ହେବାକୁ ଥିବାବେଳେ ଭଉଣୀଙ୍କ ଶେଷ ଦର୍ଶନ କରିବେ ନବୀନ

Read more