ପ୍ରତି ଗାଁ ଓ ସହର ସହ ଯୋଡ଼ିହେବ ଦୁର୍ଗମ ଅଞ୍ଚଳ, ୨୧ଟି ପ୍ରକଳ୍ପକୁ ୧୫୮ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଉପହାର। ଜିଲ୍ଲାର ପ୍ରତି ଗାଁ ଓ ସହର ସହ ଯୋଡ଼ିହେବ ଦୁର୍ଗମ ଅଞ୍ଚଳ। ଦୁର୍ଗମ ଅଞ୍ଚଳରେ ଥିବା ପ୍ରତି ଗାଁକୁ

Read more