ଧାମନଗର ଉପ-ନିର୍ବାଚନ: ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ଅବନ୍ତୀ ଦାସଙ୍କ ପାଇଁ କରିବେ ଭର୍ଚୁଆଲ୍ ପ୍ରଚାର

ଭଦ୍ରକ ୩୧/୧୦: ୩ ତାରିଖରେ ଭୋଟ୍‌, ୬ରେ ଗଣତି । ୧ ତାରିଖ ସନ୍ଧ୍ୟାରେ ସରିବ ପ୍ରଚାର । ପ୍ରଚାରକୁ ଆଉ ମାତ୍ର କେତେ ଘଣ୍ଟା ବାକି

Read more