ବ୍ରହ୍ମଗିରିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବ୍ରହ୍ମଗିରି: ପୁରୀ ପାଇଁ ବ୍ରହ୍ମଗିରିରୁ ଲେଖା ହେବ ବିକାଶର ନୂଆ ଅଧ୍ୟାୟ । ପୁରୀ ଜିଲ୍ଲାରେ ଆରମ୍ଭ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ

Read more