ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ, ହିତାଧିକାରୀଙ୍କୁ ବଣ୍ଟନ କରିବେ ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ

ଗଜପତି, ୦୪|୧୦: ସୋମବାର ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ସକାଳୁ ହେଲିକପ୍ଟର ଯୋଗେ ଆସି ୧୧ଟାରେ ପାରଳାଖେମୁଣ୍ଡି ଷ୍ଟାଡିୟମରେ ପହଁଞ୍ଚିବେ । ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ

Read more