ପୁଣି ମହଙ୍ଗା ହେଲା CNG, ୧୦ ମାସରେ ୧୪ ଥର ଦାମ୍‌ ବୃଦ୍ଧି

ନୂଆଦିଲ୍ଲୀ ୨୮/୧୧: ପେଟ୍ରୋଲ୍‌ ଡିଜେଲ୍‌ର ବିକଳ୍ପ ଭାବେ ଯେଉଁ ଇନ୍ଧନ ବ୍ୟବହାର କରିବାକୁ ସରକାର ପରାମର୍ଶ ଦେଉଛନ୍ତି ତାହାର ମଧ୍ୟ ଦର ବୃଦ୍ଧି ଚିନ୍ତାର କାରଣ ପାଲଟିଛି ।

Read more