ସିଏନ୍‌ଜି ଅଟୋ କରି ଆମେ ବଡ଼ ଦହଗଞ୍ଜ ହେଉଛୁ, ଗ୍ୟାସ ପାଇଁ ଲମ୍ବା ଲାଇନ୍‌ ଲଗାଇ ଏମିତି କହିଲେ ଅଟୋ ଡ୍ରାଇଭର

ଭୁବନେଶ୍ୱର : ଆଜି କୌଣସି ରାଜନୈତିକ ରାଲି ନଥିଲା କି ଆଉ କିଛି କାର୍ଯ୍ୟକ୍ରମ । ହେଲେ ଲମ୍ବା ଲାଇନ୍‌ ଲାଗିଥିଲା ସବୁଜ ରଙ୍ଗର ଅଟୋ ସବୁର ।

Read more