ବ୍ରାଉନସୁଗାର ନୁହେଁ କୋକେନ: ଆନୁମାନିକ ମୂଲ୍ୟ ୨୦୦ କୋଟି ଟଙ୍କା

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରୁ ଜାହାଜ ଯୋଗେ ବିଦେଶକୁ ଚୋରାଚାଲାଣ ବେଳେ ଧରାପଡ଼ିଥିବା ୨୨ଟି ପ୍ୟାକେଟରେ ବ୍ରାଉନସୁଗାର ନୁହେଁ ବରଂ ଏହାଠାରୁ ୧୦ ଗୁଣ ଅଧିକ ଦାମୀ

Read more