ହାଇକୋର୍ଟଙ୍କ ଆଦେଶକୁ ଅମାନ୍ୟ, ଦାବି ପୂରଣ ପାଇଁ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀଙ୍କ ଧାରଣା

ସାଲେପୁର: ହାଇକୋର୍ଟଙ୍କ ଆଦେଶକୁ ବି ମାନିଲେନି କଲେଜ୍ କର୍ତ୍ତୃପକ୍ଷ। ଏବେ  ନ୍ୟାର୍ଯ୍ୟ ଦାବିରେ କଟକ ଜିଲ୍ଲା ସାଲେପୁର ବ୍ଳକ ବହୁଗ୍ରାମ ଡିଗ୍ରୀ କଲେଜର ୪ ଜଣ ଚତୁର୍ଥଶ୍ରେଣୀ କର୍ମଚାରୀ

Read more