କଲେଜରେ ହେବ ଏକ୍ସଟ୍ରା କ୍ଲାସ

ଭୁବନେଶ୍ୱର: ଏଥର କଲେଜରେ ହେବ ଏକ୍ସଟ୍ରା କ୍ଲାସ । ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ।

Read more