ଆଜିଠୁ କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ

ଭୁବନେଶ୍ୱର,୦୬/୦୭: ଆଜିଠୁ ରାଜ୍ୟରେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ କର୍ମଚାରୀମାନେ ନିୟମିତ କାର୍ଯ୍ୟାଳୟକୁ ଆସିବେ । ସମସ୍ତେ ଠିକ୍‌ ସମୟରେ ଆସି ନିଜର କାର୍ଯ୍ୟ କରିବେ ।

Read more