ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ, ରାଜି ନହେବାରୁ ବେକ କାଟିଦେଲେ

ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ। ବାହା ହେବା ପାଇଁ କହୁଥିଲେ! ହେଲେ ମହିଳା ଜଣକ ରାଜି ନହେବାରୁ ବେକ କାଟି ହତ୍ୟା କରିଥିଲେ ଏକ ତରଫା ପ୍ରେମିକ।

Read more