ମନମୋହନଙ୍କ ତୁଳନାରେ ୩ ଗୁଣ ଅଧିକ ଲୋକଙ୍କୁ ଭାରତରତ୍ନ ଦେଲେ ମୋଦୀ!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ତିନି ଜଣଙ୍କ ନାମ ଘୋଷଣା କରିଛନ୍ତି। ଏଥିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ, ପୂର୍ବତନ

Read more