ମୃତ ସାମ୍ବାଦିକଙ୍କ ରୋହିତଙ୍କ ପରିବାରକୁ ମିଳିଲା ସହାୟତା ରାଶି

କଳାହାଣ୍ଡି: ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିଲା ସହାୟତା  । ରାଜ୍ୟ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଘୋଷଣା ହୋଇଥିବୀ ୪ଲକ୍ଷ ସହାୟତା ଅର୍ଥ ରାଶିକୁ ଆଜି ପ୍ରଦାନ କରାଯାଇଛି  ।

Read more