ବାର୍ଡ ଫ୍ଲୁ କୁକୁଡ଼ାମରା ପାଇଁ ଚାଷୀଙ୍କୁ କ୍ଷତିପୂରଣ: ମତ୍ସ୍ୟ-ପଶୁପାଳନ ମନ୍ତ୍ରୀ

ଭୁବନେଶ୍ବର: ବାର୍ଡ ଫ୍ଲୁ ନେଇ ପିପିଲି ଅଞ୍ଚଳରେ ୩୦ ହଜାର କୁକୁଡା ମରାଯାଇଛି। ସତ୍ୟବାଦୀ ଓ ପିପିଲି ଅଞ୍ଚଳରୁ ଯାଇଥିବା ନମୁନାରୁ ପଜିଟିଭ ଆସିଛି। କୁକୁଡ଼ା ମାରିବା

Read more