ଗୋଟିଏ ଦିନରେ କଂଗ୍ରେସକୁ ଡବଲ ଝଟକା । ହାତ ଛାଡ଼ି ପଦ୍ମ ଧରିଲେ ମୁଖପାତ୍ର ଗୌରବ ବଲ୍ଲଭ

କଂଗ୍ରେସ ଛାଡିବାର କେଇ ଘଂଟା ମଧ୍ୟରେ ପଦ୍ମ ଧରିଲେ ଗୌରବ ବଲ୍ଲଭ । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ବିଜେପି ସାମିଲ ହୋଇଛନ୍ତି

Read more