ଦୁଇଦିନିଆ ମଣିପୁର ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଆଶ୍ରୟସ୍ଥଳକୁ ଯାଇ ଶୁଣିବେ ହିଂସା ପୀଡିତଙ୍କ ଦୁଃଖ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଦିନିଆ ମଣିପୁର ଗସ୍ତରେ ଯାଇ ଇମ୍ଫାଲରେ ପହଂଚିଛନ୍ତି । ସେ ଗୁରୁବାର ସକାଳେ ଦିଲ୍ଲୀରୁ ବିମାନ ଯୋଗେ ମଣିପୁର ଗସ୍ତ କରିଥିଲେ

Read more