ଆଜି କିମ୍ବା କାଲି ଆସିପାରେ କଂଗ୍ରେସର ପ୍ରାର୍ଥୀ ତାଲିକା

ସିଇସି ବୈଠକ ପରେ ଭୁବନେଶ୍ୱର ଫେରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଆଜି ନହେଲେ ଆସନ୍ତାକାଲି ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଯାଉଛି

Read more