କଂଗ୍ରେସର ମୂଳନିବାସୀ ଜନଜାଗରଣ ସଭାରେ ନାଚିଲେ ବିଧାୟକ ତାରା ବାହିନୀପତି

ମାଲକାନଗିରି: ମାଲକାନଗିରିସ୍ଥିତ ଡିଏନକେ ପଡିଆରେ କଂଗ୍ରେସ ପକ୍ଷରୁ ମୂଳନିବାସୀ ଜନଜାଗରଣ ସଭା ଚାଲିଥିବା ବେଳେ ମଞ୍ଚ ଉପରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ନାଚିଛନ୍ତି। ଶ୍ରୀ ବାହନିପତି

Read more