ସାଇକେଲରେ ଗ୍ୟାସ୍ ସିଲିଣ୍ଡର ଧରି ଭୋଟ ଦେବାକୁ ପହଞ୍ଚିଲେ କଂଗ୍ରେସ ବିଧାୟକ,

ଗାନ୍ଧୀନଗର, ୧/୧୨: ଗୁଜରାଟ ନିର୍ବାଚନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଛି। ହେଲେ ଭୋଟ୍ ଗ୍ରହଣ ସମୟରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଦୃଶ୍ୟ।

Read more