ଭୁବନେଶ୍ଵରରେ ବଢୁଛି କଣ୍ଟେନମେଣ୍ଟ: ଏକାଧିକ ସଂକ୍ରମିତ ଚିହ୍ନଟ ପରେ ଡୁମଡୁମାର କସମୋପୋଲିସ ଆପାର୍ଟମେଣ୍ଟର ୪ଟି ଫ୍ଲାଟ୍ କଣ୍ଟେନମେଣ୍ଟ ଘୋଷଣା

ଭୁବନେଶ୍ଵର ୨୨।୧୨: ଭୁବନେଶ୍ଵରରେ ବଢିଲା କଣ୍ଟେନମେଣ୍ଟ ଜୋନ। ବୁଧବାର ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଡୁମଡୁମାର କସମୋପୋଲିସ ଆପାର୍ଟମେଣ୍ଟର ୪ଟି ଫ୍ଲାଟ୍ କଣ୍ଟେନମେଣ୍ଟ ଘୋଷଣା

Read more