‘ମଥାରେ ସିନ୍ଦୂର ନଥିଲେ ଜାଣିବ ପ୍ଲଟ ଖାଲି ଅଛି’ ବୟାନକୁ ନେଇ ଅଡୁଆରେ ପଡିଲେ ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀ Latestଦେଶ- ବିଦେଶ

ନୂଆଦିଲ୍ଲୀ: ବାଗେଶ୍ୱର ଧାମର ବାବା ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କର ଏକ ବିବୃତ୍ତି ପାଇଁ ବିବାଦ ଭିତରକୁ ଆସିଛନ୍ତି। ମହିଳାଙ୍କୁ ନେଇ ସେ ଏପରି ବିବୃତ୍ତି ଦେଇଛନ୍ତି

Read more