ବାହାଘର ପ୍ରୋସେସନ୍ ମନା : ବିବାହରେ ୫୦, ଅନ୍ତ୍ୟେଷ୍ଟିରେ ଯୋଗ ଦେଇପାରିବେ ୨୦ ଜଣ

ଭୁବନେଶ୍ୱର, ୧୬/୪:   ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ସାମାଜିକ କାର୍ଯ୍ୟକ୍ରମ ପାଇଁ କିଛିଟା କଟକଣା ଜାରି କରାଯାଇଛି। ୧୯ ତାରିଖରୁ ଏ କ୍ଷେତ୍ରରେ ସରକାରୀ ନୂଆ ନିର୍ଦେଶନାମା

Read more