ଧାନ ବିଲରେ ଟ୍ରାକ୍ଟର ଓଲଟି ଚାଷୀ ଦମ୍ପତି ମୃତ

ରାଉରକେଲା: ଧାନ ବିଲରେ ଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ । ଯେଉଁ ବିଲକୁ ପୁଞ୍ଜି କରି ଜୀବନ ଜିଉଁଥିଲେ, ସେହି କ୍ଷେତରେ ହିଁ ଶେଷରେ ଜୀବନ ଚାଲିଯାଇଛି ।

Read more