ଗୋରଖନାଥ ମନ୍ଦିରରେ ଆକ୍ରମଣ ଘଟଣାରେ ଦୋଷୀଙ୍କୁ ଫାଶୀ

ଗୋରଖପୁରର ଗୋରଖନାଥ ମନ୍ଦିରରେ ଆକ୍ରମଣ ମାମଲାରେ ରାୟ ଆସିଛି । ଅଭିଯୁକ୍ତ ମୂର୍ତ୍ତଜା ଅବାସ ବିରୋଧରେ ଏନଆଇଏର ସ୍ୱତନ୍ତ୍ର କୋର୍ଟ ସଜା ଶୁଣାଇଛନ୍ତି । ଅଦାଲତ ମୂର୍ତ୍ତଜାକୁ

Read more