ଆଉଟଡୋର ଅପେକ୍ଷା ଇନଡୋରରେ ସଂକ୍ରମଣ ଭୟ ଅଧିକ : ଅଧ୍ୟୟନ

ମୋହାଲୀ ୪।୫: ଦେଶରେ ପୁଣି କରୋନା ଭାଇରସ ମହାମାରୀ ସଂକ୍ରମଣ ଆରମ୍ଭ ହୋଇଛି। ରାଜଧାନୀ ଦିଲ୍ଲୀ ସଂକ୍ରମଣରେ ନିତି ନୂଆ ନୂଆ ରେକର୍ଡ କରୁଛି। ଦେଶର ଅନ୍ୟ ଅଞ୍ଚଳରେ

Read more