ଚୀନ୍ ସମେତ ୬ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ଭାରତରେ ଓମିକ୍ରନର ନୂଆ ଭାରିଏଂଟ ଏକ୍ସବିବି ୱାନ ପଏଂଟ ଫାଇଭ୍ ଚିହ୍ନଟ ହୋଇଛି । ଗୁଜରାଟରେ ଜଣେ ଆକ୍ରାନ୍ତଙ୍କ ପାଖରେ ଏହି ଭୂତାଣୁ ଠାବ କରାଯାଇଛି ।

Read more