ବିଘ୍ନନାଶକଙ୍କ ଆଗମନକୁ ଅପେକ୍ଷା, ମୂର୍ତ୍ତି କାରିଗରଙ୍କ ହାତକୁ ଜମାରୁ ଫୁରସତ ନାହିଁ

ଜଳେଶ୍ୱର: ପାଖେଇ ଆସିଲାଣି ପାର୍ବଣ ୠତୁ,ଆଉ ମାତ୍ର ଦିନ କେଇଟା ପରେ ଅଗ୍ରପୂଜ୍ୟ ଗଣେଷଙ୍କ ପୂଜା । ବିଘ୍ନନାଶକଙ୍କ ଆଗମନ ଅପେକ୍ଷାରେ ଭକ୍ତ, ତେଣୁ ସବୁଠି ଚାଲିଛି

Read more