ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଡିଏଫଓଙ୍କୁ ୩ ଘଣ୍ଟା ମରାଥନ୍ ଜେରା କଲା କ୍ରାଇମବ୍ରାଞ୍ଚ

ଗଜପତି ୨୧।୮: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି ଡିଏଫଓ ସଂଗ୍ରାମ କେଶରୀ ବେହେରା । ଡିଏଫଓଙ୍କୁ ୩ ଘଣ୍ଟା ଜେରା

Read more