ଜାଗର ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ପ୍ରବଳ ଭିଡ : ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା

ଜାଗର ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ପ୍ରବଳ ଭିଡ । ମନ୍ଦିର ବାହାରେ ଦର୍ଶନାର୍ଥୀଙ୍କ ଲମ୍ବାଧାଡି ଲମ୍ବିଛି । ପ୍ରବଳ ଭିଡ ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା

Read more