ଯୁବତୀଙ୍କୁ ପ୍ରତାରଣା କରି ସିଆରପିଏଫ ଯବାନ ଗିରଫ

ଝାରସୁଗୁଡା ୧୨/୦୨: ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ପ୍ରେମ ଓ ପରେ ପ୍ରତାରଣା କରିବା ଅଭିଯୋଗରେ ଜଣେ ସିଆରପିଏଫ ଯବାନକୁ ଗିରଫ କରିଛି ଲଖନପୁର ପୋଲିସ

Read more