ଦୁର୍ଗା ମୂର୍ତ୍ତି ଉଚ୍ଚତା ବୃଦ୍ଧି ପ୍ରସଙ୍ଗ : ଆସନ୍ତାକାଲି ୧୨ ଘଣ୍ଟିଆ କଟକ ସହର ବନ୍ଦ

ଆସନ୍ତାକାଲି ୧୨ ଘଣ୍ଟିଆ କଟକ ସହର ବନ୍ଦ ଡାକରା ଦିଆଯାଇଛି । ଦୁର୍ଗା ମୂର୍ତ୍ତି ଉଚ୍ଚତା ବୃଦ୍ଧି ପ୍ରସଙ୍ଗରେ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

Read more