ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଛୁଟି ଉପରେ କଟକଣା;୧୦ ଦିନ ଆଗରୁ କରିବେ ଆବେଦନ

ଏଣିକି ମନ ଇଛା ଛୁଟି ନେଇପାରିବେନି ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି। କୁଳାଧିପତିଙ୍କ ବିନା ଅନୁମତିରେ ସେମାନେ ଛୁଟି ନେଇପାରିବେନି କିମ୍ବା ମୁଖ୍ୟାଳୟ ଛାଡିପାରିବେ ନାହିଁ। ଏ ନେଇ

Read more