କଂସ ନିଧନ, ସରିଲା ଧନୁଯାତ୍ରା : ମଞ୍ଚ ଉପରେ ଯୁଦ୍ଧରେ ମାମୁଁକୁ ନିପାତ କରି ବିଜୟୀ ହେଲେ କୃଷ୍ଣ

ଆଉ ଶୁଭିବ ନାହିଁ ସେହି ପ୍ରକମ୍ପିତ ଅଟ୍ଟହାସ୍ୟ । ନିରବୀ ଯାଇଛି ରଙ୍ଗମହଲ ଓ ରାଜଦରବାର । ଦୀର୍ଘ ଏଗାର ଦିନର କଂସରାଜରେ ପୂର୍ଣ୍ଣଛେଦ ପଡ଼ିଛି ।

Read more