ଚଳିତ ବର୍ଷ ଶହେ ଏକର ଜାଗାରେ ହେବ କଟକ ବାଲିଯାତ୍ରା, ଷ୍ଟଲ୍ ସଂଖ୍ୟା ୧୬ଶହ କରିବାକୁ ଲକ୍ଷ୍ୟ

କଟକ ୨୦।୮: ଚଳିତ ବର୍ଷ କଟକ ବାଲିଯାତ୍ରାର କଳେବର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ସେଥିପାଇଁ ପ୍ରାୟ ଶହେ ଏକର ଜାଗା ଚିହ୍ନଟ କରାଯିବ ।

Read more