କଟକ ପୌର ନିଗମର ପୂର୍ବତନ ଡେପୁଟି ମେୟରଙ୍କ ପରଲୋକ

କଟକ ପୌର ନିଗମର ପୂର୍ବତନ ଡେପୁଟି ମେୟର, ବିଜେଡିର ବରିଷ୍ଠ ନେତା ତଥା କଟକ ଘରୋଇ ବସ୍‌ ମାଲିକ ସଂଘର ସଂପାଦକ ଅଜୟ କୁମାର ବାରିକଙ୍କ ପରଲୋକ।

Read more