୧୦୦ ମିଟର ରେସର ପ୍ରଥମ ରାଉଣ୍ଡରୁ ବିଦା ହେଲେ ଦୂତୀ ଚାନ୍ଦ

ପ୍ରଥମ ରାଉଣ୍ଡରେ ଅଟକିଲେ ଦୂତୀ ଚାନ୍ଦ । ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ଶହେ ମିଟର ଫାଇନାଲକୁ ଯାଇପାରି ନାହାନ୍ତି ଓଡ଼ିଆ ଦୌଡ଼ ରାଣୀ ।

Read more