ସାଇବର୍‌ ଠକଙ୍କ ଜାଲରେ ଔଷଧ ବ୍ୟବସାୟୀ: ଠକିନେ‌ଲେ ୪୦,୫୦୦

ରାଉରକେଲା: ସାଇବର ଠକଙ୍କ ଜାଲରେ ଫସିଯାଇଛନ୍ତି ରାଉରକେଲାର ଜଣେ ବ୍ୟବସାୟୀ। ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ଅନ୍ତର୍ଗତ ବିଭିନ୍ନ ଔଷଧର ବିତରକ କରାଇଦେବା ନାଁରେ ୪୦,୫୦୦ ଟଙ୍କା

Read more