ବୁଲବୁଲଠାରୁ ‘ଅମ୍ପାନ’ ଭୟଙ୍କର : ପଢନ୍ତୁ ଜିରୋ କାଜୁଆଲଟି ପାଇଁ କଣ ରହିଛି ସରକାରଙ୍କ ପ୍ରସ୍ତୁତି

 ଭୁବନେଶ୍ୱର,୧୬/୦୫: ଆସନ୍ତା ୨୦ ତାରିଖରେ ସ୍ଥଳଭାଗ ଛୁଇଁବ ସାମୁନ୍ଦ୍ରିକ ଝଡ଼ ଆମ୍ଫାନ । ଏହି ସାମୁନ୍ଦ୍ରିକ ଝଡ଼ ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିବାର ସମ୍ଭାବନା ରହିଛି।

Read more