ପୂର୍ବ-ଉତର ଦ୍ୱୀପରେ ହାଇଆର୍ଲଟ, ସ୍ଥିତିକୁ ଦେଖି ବିଭିନ୍ନ ସହରରେ ଏମରଜେନ୍ସି ଜାରି

ଭୁସ୍ଖଳନ ଓ ବନ୍ୟା ଭିତରେ ଏବେ ନ୍ୟୁଜିଲ୍ୟାଣ୍ଡରେ କାଳ ସାଜିଛି ସାମୁଦ୍ରିକ ଝଡ । ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

Read more