ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ମୋକା, IMD ପକ୍ଷରୁ ବାତ୍ୟାର ଆଖି ଚିତ୍ର ଜାରି କରାଯାଇଛି

ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ମୋକା। ଦକ୍ଷିଣ ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ । ସାମ୍ନାକୁ ଆସିଛି ଭେରି ସିଭିୟର ସାଇକ୍ଲୋନର ଆଖି

Read more