ବଙ୍ଗୋପସାଗରରେ ସୃଷ୍ଟି ହେଲା ‘ମୋକା’

ସୃଷ୍ଟି ହେଲା ବାତ୍ୟା । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସାମୁଦ୍ରିକ ଝଡ଼ ମୋକା ସୃଷ୍ଟି ହୋଇଛି । ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।

Read more