ଦୈନିକ ହଳଦୀର ବ୍ୟବହାର ଅନେକ ରୋଗରୁ ଦେଇଥାଏ ମୁକ୍ତି, ଚର୍ମ ରୁ ନେଇ କେଶ ଯାଏ କରିଥାଏ ଉପକାର

ହଳଦୀ କେବଳ ଏକ ମସଲା ନୁହେଁ, ଏହାକୁ ଆମେ ଗୁଣକାରୀ ଔଷଧ ରୂପେ ବ୍ୟବହାର କରିଥାଉ । ହଳଦୀର ବହୁ ଆୟୁର୍ବେଦିକ ଗୁଣ ଭରି ରହିଛି ।

Read more