ସଚିବାଳୟରେ ପ୍ରଦର୍ଶିତ ହେବ ବାବୁସାନଙ୍କ ଅଭିନୀତ ‘ଦମନ’

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ବାବୁସାନଙ୍କ ଅଭିନୀତ ଯୁଗାନ୍ତକାରୀ ଚଳଚ୍ଚିତ୍ର ‘ଦମନ’ ସଚିବାଳୟରେ ପ୍ରଦର୍ଶିତ ହେବ। ଆଜି ସନ୍ଧ୍ୟା ୫ଟା ସମୟରେ ଏହି ଛବି ସଚିବାଳୟର କନଭେନସନ ହଲରେ

Read more