ଓଡ଼ିଶାର ସବୁଠାରୁ ବଡ଼ ଦାଣ୍ଡିଆ ଲାଇଭ୍ “ଲେଟସ୍ ନାଚୋ”: ୱାଣ୍ଡର ୱାର୍ଲଡ ୱାଟର ପାର୍କରେ ଅକ୍ଟୋବର ୨୦ରୁ ଦାଣ୍ଡିଆ ଧମାଲ୍

ଭୁବନେଶ୍ୱର: ପୁରୀର ମାଳତୀପାଟପୁରଠାରେ ଥିବା ଓଡ଼ିଶାର ସର୍ବବୃହତ ୱାଟର ପାର୍କ  ୱାଣ୍ଡର ୱାର୍ଲଡ ୱାଟର ପାର୍କ ଏବଂ ରିସର୍ଟରେ ପାଞ୍ଚ ଦିନ ପାଇଁ ଦାଣ୍ଡିଆ ଅନୁଷ୍ଠିତ ହେବ।

Read more