ଦୁର୍ଗାପୂଜାରେ “ଅଭୟା ଫାଉଣ୍ଡେସନ” ତରଫରୁ ଆୟୋଜନ ହେବ ଡାଣ୍ଡିଆ ନୃତ୍ୟ

ଭୁବନେଶ୍ଵର: ଏଥର ଝୁମିବ କଳିଙ୍ଗନଗର। ଶାରଦୀୟ ଦୁର୍ଗାପୂଜା ଅବସରରେ “ଅଭୟା ଫାଉଣ୍ଡେସନ” ପ୍ରଥମ ଥର  କଳିଙ୍ଗନଗର ଅଞ୍ଚଳରେ ନେଇ ଆସିଛନ୍ତି ଡାଣ୍ଡିଆ ନୃତ୍ୟର କାର୍ଯ୍ୟକ୍ରମ “ଡାଣ୍ଡିଆ ଡାନ୍ସ ଲିଲା-୨୦୨୨”।

Read more